National ବନ୍ୟାରେ ଉବୁଡୁବୁ ହେଉଛି ଚୀନ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବନ୍ୟାରେ ଉବୁଡୁବୁ ହେଉଛି ଚୀନ । ସ୍ଥିତି ସଙ୍ଗୀନ । ବାତ୍ୟା ‘ଡୋକ୍ସୁରି’ ପ୍ରଭାବ ଯୋଗୁଁ ଗତ ଅଳ୍ପ କେତେ ଦିନ ହେବ ଚୀନ୍ର ରାଜଧାନୀ ବେଜିଙ୍ଗ୍ରେ ଯେଉଁ ପରିମାଣରେ ବର୍ଷା ହୋଇଛି, ତାହା… Read More...
National ହୃଦୟ ଭାଙ୍ଗିଲେ କାନାଡ଼ା ପ୍ରଧାନମନ୍ତ୍ରୀ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାନାଡା ପ୍ରଧାନମନ୍ତ୍ରୀଙ୍କ ବୈବାହିକ ଜୀବନକୁ ନେଇ ଆସିଛି ଏକ ବଡ଼ ଖବର । ୧୮ ବର୍ଷର ବୈବାହିକ ଜୀବନର ଅବସାନ ଘଟାଇ ପରସ୍ପରଠାରୁ ପୃଥକ୍ ହେବେ ବୋଲି ବୁଧବାର ଦିନ କାନାଡାର ପ୍ରଧାନମନ୍ତ୍ରୀ… Read More...
National ୯ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ । ମୁମ୍ବାଇରେ ବେଆଇନ ଭାବେ ରହୁଥିବା ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ମହାରାଷ୍ଟ୍ର ଏଟିଏସ ଗିରଫ କରିଥିବା ସୂଚନା ମିଳିଛି । ସୂଚନା… Read More...
Lifestyle ମଧ୍ୟପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେ ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି । ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ।… Read More...
International ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚାଲିଗଲେ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି । ବିଶ୍ୱର ସବୁଠାରୁ ବ୍ୟୟସ୍କ ବ୍ୟକ୍ତି ଭାବେ ଜଣାଶୁଣା ବ୍ରାଜିଲର ଜୋସ ପୌଲିନୋ ଗୋମ୍ସଙ୍କ ମୃତ୍ୟୁ ହୋଇଛି । ମୁତ୍ୟୃ ବେଳକୁ ତାଙ୍କୁ ୧୨୭ବର୍ଷ ହୋଇଥିଲା ।… Read More...
International ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ୍ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇରାନରୁ ଆସିଛି ଏକ ଭଲ ଖବର । ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ଇରାନ। ନୌସେନା ଦ୍ୱାରା ଗିରଫ ହୋଇଥିବା ୭ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି… Read More...
National ପୁଣି ବିବାଦରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ… Read More...
National ହରିୟାଣା ହିଂସା: କିଛି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାରେ ହିଂସା ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବଜରଙ୍ଗ ଦଳ, ବିହିପ ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍ ସୋମବାର ବାହାରା କରାଯାଇଥିବା ଜଳାଭିଷେକ… Read More...
National ପୁଣି ବଢିଲା ବ୍ରିଜ ଭୂଷଣ ସିଂଙ୍କ ଅଡୁଆ Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ପାଇଁ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ସେ ବିବାଦ ଘେରରେ ଅଛନ୍ତି । ଏହାରି ଭିତରେ ତାଙ୍କ ବିରୋଧରେ… Read More...
National ଜ୍ଞାନବାପୀ ମାମଲା: ମୁସଲିମ୍ ପକ୍ଷଙ୍କୁ ବଡ଼ ଝଟକା Odia News Aug 3, 2023 0 ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମାମଲାରେ ଏକ ବଡ଼ ରାୟ ସାମ୍ନାକୁ ଆସିଛି । ଏହି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ସର୍ଭେ ପାଇଁ ରୋକିବାକୁ ମନା କରି… Read More...