ଆସନ୍ତାବର୍ଷରୁ ଦିଲ୍ଲୀରେ କୋଇଲା ବ୍ୟବହାର ମନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ ଜାନୁଆରୀ ୧, ୨୦୨୩ ରୁ ଦିଲ୍ଲୀ-ଏନସିଆରରେ ଶିଳ୍ପ, ଘରୋଇ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ କୋଇଲା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଜାରି…
Read More...

କାନପୁର ହିଂସା: ଖୁବଶୀଘ୍ର ଏଣ୍ଟ୍ରି କରିବ ଇଡି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାନପୁର ହିଂସା ମାମଲାରେ ଖୁବଶୀଘ୍ର ଇଡିର ଏଣ୍ଟ୍ରି ହେବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାନପୁର ପୋଲିସ ବ୍ୟାଙ୍କ ଆକାଉଣ୍ଟ ଏବଂ ଜାଫର ହାୟାଟର ନଗଦ ବିବରଣୀ ଇଡିକୁ ଦେବାକୁ…
Read More...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଟି-୨୦ ସିରିଜରୁ ବାଦ୍ ପଡ଼ିଲେ କେ. ଏଲ ରାହୁଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ୍ ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଅଧିନାୟକ କେ.ଏଲ୍ ରାହୁଲଙ୍କ ରୂପରେ ଟିମ୍ ଇଣ୍ଡିଆକୁ ଏହି…
Read More...

ବର୍ତ୍ତମାନ ପରସ୍ପରର ପ୍ରତିରକ୍ଷା ବେସ୍ ବ୍ୟବହାର କରିପାରିବେ ଭାରତ ଏବଂ ଭିଏତନାମ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ ଓ ଭିଏତନାମ ମଧ୍ୟରେ ଆହୁରି ସୁଦୃଢ ହେବ ପ୍ରତିରକ୍ଷା ସମ୍ପର୍କ । ୨୦୩୦ ସୁଦ୍ଧା ପ୍ରତିରକ୍ଷା ସମ୍ପର୍କର ପରିସର ଏବଂ ମାପକୁ ବ୍ୟାପକ କରିବା ପାଇଁ ଭାରତ ଏବଂ ଭିଏତନାମ ୮ ଜୁନ୍ ରେ ଏକ ଦସ୍ତଖତ…
Read More...

ଦିଲ୍ଲୀ ଜାମିଆ ନଗର ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ କାର ସମେତ ୧୦୦ ଗାଡ଼ି ପୋଡ଼ି ପାଉଁଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀର ଜାମିଆ ନଗରର ଇଲେକ୍ଟ୍ରିକ୍ ମୋଟର ପାର୍କିଂ ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୭ ଟି ଯାନ ପହଞ୍ଚିଛି । ଅଗ୍ନିକାଣ୍ଡ ଯୋଗୁଁ ଯାନବାହାନରେ…
Read More...

କ୍ରେଡିଟ୍ କାର୍ଡ ଦ୍ୱାରା ହେବ UPI ପେମେଣ୍ଟ: ଜାଣନ୍ତୁ କେମିତି?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସାଧାରଣ ଜନତାଙ୍କ ଉପରେ ଋଣ ଭାର ବଢାଇ ଦେଇଛି। ଅନ୍ୟପକ୍ଷରେ ଏକ ବଡ଼ ଆଶ୍ୱସ୍ତି ମଧ୍ୟ ଦିଆଯାଇଛି। କ୍ରେଡିଟ୍ କାର୍ଡକୁ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ…
Read More...

ପାଶ୍ଚାତ୍ୟରାଷ୍ଟ୍ରକୁ ପୁଟିନଙ୍କ ଚେତାବନୀ: ଜାଣନ୍ତୁ କାହିଁକି ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୧୦୦ ଦିନରୁ ଉଦ୍ଦ୍ୱର୍ ହେବ ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ନା ପୁଟିନ୍ ନା ଜେଲେନସ୍କି, କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଏହାରି ଭିତରେ ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଚେତାବନୀ…
Read More...

PUBG ପାଇଁ ମା’କୁ ହତ୍ୟା କଲା ପୁଅ: ୩ଦିନ ଘରେ ମୃତଦେହ ରଖି ପାର୍ଟି କରୁଥିଲା ପୁଅ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲକ୍ଷେ୍ନøର ପିଜିଆଇ କୋଟୱାଲି ଅଞ୍ଚଳର ଯମୁନାପୁରମ୍ କଲୋନୀରେ ଜଣେ ସେନା ଅଧିକାରୀଙ୍କ ପୁଅ ଶନିବାର ରାତିରେ ମା’ଙ୍କୁ ଗୁଳି କରି ହତ୍ୟା କରିଛି । ପୁଅ ଓ ଝିଅ ଏହି ଘଟଣାକୁ ଦୁଇ ଦିନ ଲୁଚାଇ ରଖିଥିଲେ।…
Read More...

ହାର୍ଦ୍ଦିକ ପଟେଲ ଫେସବୁକରେ ବନ୍ଦ କଲେ କମେଣ୍ଟ: ଧମକ ପରେ ମିଳିବ ପୋଲିସ ସୁରକ୍ଷା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ହାର୍ଦ୍ଦିକ ପଟେଲ ଲୋକଙ୍କ ଅସନ୍ତୋଷର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ତାଙ୍କୁ ଅନଲାଇନରେ ଭଲ ଏବଂ ଖରାପ ବୋଲି କହୁଥିବାର ଖବର ଅଛି । କେବଳ…
Read More...

ପୁଣି ବଢିଲା ରେପୋ ରେଟ୍: ମହଙ୍ଗା ହେବ ଲୋନ୍ ଏବଂ ଇଏମଆଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଢୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ବୁଧବାର ଦିନ ପ୍ରମୁଖ ନୀତି ହାର ରେପୋକୁ ୦.୫ ପ୍ରତିଶତ ବୃଦ୍ଧି କରି ୪.୯ ପ୍ରତିଶତକୁ ବୃଦ୍ଧି କରିଛି। ଆରବିଆଇର ଏହି ପଦକ୍ଷେପ ସହିତ ଋଣ…
Read More...