ଓଡ଼ିଆ ନ୍ୟୁଜ୍: ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ। INDI ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଲେ।ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଶରଦ ପାୱାର ଉପସ୍ଥିତିରେ ନାମାଙ୍କନ ଭରିଲେ।ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ।
ନାମାଙ୍କନ ପତ୍ରରେ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ, ଡିଏମକେର ତିରୁଚି ଶିବଙ୍କ ସମେତ ୧୬୦ ଜଣ ସାଂସଦ ପ୍ରସ୍ତାବକ ଏବଂ ସମର୍ଥକ ଭାବରେ ସ୍ୱାକ୍ଷର କରିଛନ୍ତି।