ବାରବାଟୀ T_20 କାଲିଠୁ ଅନଲାଇନ ଟିକେଟ୍

0

ଓଡ଼ିଆ ନ୍ୟୁଜ୍: ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍‌ ଟିକେଟ୍‌ ବିକ୍ରି। ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା।‘ଅନଲାଇନରେ କେବଳ ୨ ହଜାର ଟିକେଟ୍‌ ବିକ୍ରି କରାଯିବ’।‘ଏଥର ୪୨ ହଜାର ଦର୍ଶକ ମ୍ୟାଚ୍‌ ଦେଖି ପାରିବେ’। ୨୩ ହଜାର ଟିକେଟ୍‌ ବିକ୍ରି ହେବ, ୧୮ ହଜାର ୪ଶହ କମ୍ପ୍ଲିମେଣ୍ଟାରୀ ପାସ୍‌।

‘୫ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି ହେବ’।‘ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍‌ କିଣି ପାରିବେ’।‘ଗତ ମ୍ୟାଚ୍‌ର ଟିକେଟ୍‌ ବିଭ୍ରାଟକୁ ଦେଖି ଏଥର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି’।୧ ଓ ୩ ଗ୍ୟାଲେରୀ ୧୧ଶହ ଟଙ୍କା, ୨ ଓ ୪ ଗ୍ୟାଲେରୀ ଦାମ୍‌ ୯ ଶହ ଟଙ୍କା।୫ ନଂ ଗ୍ୟାଲେରୀ ୧୨ ଶହ ଓ ୭ ନଂ ଗ୍ୟାଲେରୀ ଟିକେଟ୍‌ ୭ ଶହ ଟଙ୍କା।

Leave A Reply

Your email address will not be published.