ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ପାଇଁ ବିଜେପି କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି।କୋର୍ କମିଟି ବୈଠକ ପରେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା।’ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ ତାହା ହେବ ପ୍ରାଥମିକତା’।
ପୂର୍ବତନ ସଭାପତି, ମହାମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ ଟାସ୍କ ଦିଆଯାଇଛି’। ‘ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ, ସେ କେମିତି ଜିତିବେ ସମସ୍ତେ କାର୍ଯ୍ୟ କରିବେ’।ପ୍ରାର୍ଥୀ କିଏ ହେବେ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ- ବସନ୍ତ ପଣ୍ଡା।’୧୩ରେ ନାମାଙ୍କନ ଦାଖଲ ଥିବାରୁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ’।