ନୂଆପଡ଼ାରେ ପ୍ରଚାର ହେଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ: ଭୂପିନ୍ଦର ସିଂ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ପରାଜୟକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ।ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ।କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ଆମର ଡେରି ହେଲା।ସେଥିପାଇଁ ବିଜେଡି ଉପରେ ତାଙ୍କ ପରିବାରକୁ ବିଶ୍ବାସ ଆସିଲାନି’। ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ-ଭୂପିନ୍ଦର ସିଂ। ଯେଉଁ ୮୦ ନେତାଙ୍କୁ ଦାୟିତ୍ଵ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନଥିଲା।ନୂଆପଡ଼ାରେ ପ୍ରଚାର ହେଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ। କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ- ଭୂପିନ୍ଦର। ଏହା ତାଙ୍କ ପ୍ରତି ଅପମାନ, ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା।

କଂଗ୍ରେସ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କରିଥିଲା। ଆମର ଡେରି ହେଲା। ସେଥିପାଇଁ ବିଜେଡି ଉପରେ ଢୋଲକିଆ ପରିବାରକୁ ବିଶ୍ବାସ ଆସି ପାରିଲା ନାହିଁ। ତେଣୁ ଜୟ ଢୋଲକିଆ ଭାଜପା ପଳାଇଲେ। ଯେଉଁ ୮୦ ନେତାଙ୍କୁ ଦାୟିତ୍ୱ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନ ଥିଲା। ଏହା ତାଙ୍କ ପ୍ରତି ଅପମାନ। ଅନ୍ୟପକ୍ଷେ ନୂଆପଡ଼ାରେ ପ୍ରଚାର ହେଇଗଲା ଯେ, ବିଜେଡି ଚାହୁଁଛି ଭାଜପା ଜିତୁ। କାହିଁକି ଏହି ପ୍ରଚାର ହେଲା ମୁଁ ଜାଣିନାହିଁ। ହେଲେ ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନ ଥିଲା ବୋଲି ଭୁପିନ୍ଦର କହିଛନ୍ତି।

Leave A Reply

Your email address will not be published.