ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ୍ ଅଛି: ବିଭୁତି ଭୂଷଣ ଜେନା

0

ଓଡ଼ିଆ ନ୍ୟୁଜ୍: ହଳଦିଆପଦର ବ୍ରିଜ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ପ୍ରତିକ୍ରିୟା।‘ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେଠାରୁ ଡିଜାଇନ ଭୁଲ୍ ଅଛି’।ଏଥିପାଇଁ ବହୁତ ଜୀବନ ଅକାରଣରେ ଗଲାଣି: ମନ୍ତ୍ରୀ। ‘ସ୍ବାର୍ଥ ସାଧନ ପାଇଁ ଯେଉଁ କାମ କରାଯାଇଥିଲା ତାକୁ ସମସ୍ତେ ନିନ୍ଦା କରୁଛନ୍ତି’। ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତଥର ସ୍ୱର ଉତ୍ତୋଳନ କରିଛି’।’ହଳଦିଆପଦର ଦୁର୍ଘଟଣା ପରେ ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି’।’ଆଗକୁ ହଳଦିଆପଦର ବ୍ରିଜ୍ ଡିଜାଇନ୍ ଭଲ ଭାବେ କରାଯିବ’।

ସେ କହିଛନ୍ତି ଯେ ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତ ଥର ସ୍ୱର ଉତ୍ତୋଳନ କରିଛି ବୋଲି କହିଲେ ପରିବହନ ମନ୍ତ୍ରୀ । କିନ୍ତୁ ଏ ପର୍ଯ୍ୟନ୍ତ ଭୁଲ ହୋଇଥିବା ଡିଜାଇନ୍ ପରିବର୍ତ୍ତନ କରାଯାଇ ନଥିଲା । ହଳଦିଆପଦର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି । ତେଣୁ ଆଗକୁ ଡିଜାଇନ ଭଲ ଭାବେ କରାଯିବ ।

Leave A Reply

Your email address will not be published.