Browsing Tag

#ganjam

ସୁଧୀର ପାତ୍ର ହତ୍ୟା ଘଟଣା, ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଘଟଣା ଦିନ କ’ଣ ହୋଇଥିଲା ? ଏମାନଙ୍କର ଭୂମିକା କ’ଣ ଥିଲା? ଅନ୍ୟ…
Read More...

ମହାଭାରତ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ

ଓଡ଼ିଆ ନ୍ୟୁଜ୍: ମହାଭାରତ ଦେଖିବା ବେଳେ ୨ ଗୋଷ୍ଠୀ ମୁହାଁମୁହିଁ। ଗୋଳନ୍ଥରା ଥାନା ମାର୍କଣ୍ଡି ଗାଁ ପାଲଟିଲା ରଣକ୍ଷେତ୍ର।ପଥର ମାଡ଼ ସହ ଠେଙ୍ଗାରେ ଆକ୍ରମଣ, ୨୦ରୁ ଅଧିକ ଆହତ।ଗୁରୁତର ୧୦ ଜଣ ଏମ୍‌କେସିଜି ମେଡିକାଲ୍‌ରେ…
Read More...

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର।ବ୍ରହ୍ମପୁରରେ ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ବେଳେ ଆକ୍ସନ୍ ମୋଡରେ ପୋଲିସ୍। ୯ ଦିନରେ ପୋଲିସ ୩ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଗତ ୧୬ ତାରିଖରେ…
Read More...

ବ୍ରହ୍ମପୁରରେ ଏନକାଉଣ୍ଟର

ଓଡ଼ିଆ ନ୍ୟୁଜ୍: ଗିରି ରୋଡରେ ଯୁବକଙ୍କୁ ମାଡ଼ ଘଟଣା: ବ୍ରହ୍ମପୁର ପୋଲିସର ଏନକାଉଣ୍ଟର। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ।ଟାମଣା ରୋଡ଼ରେ ଟାଉନ ଥାନା ପୋଲିସର ଏନକାଉଣ୍ଟର। ଅଭିଯୁକ୍ତର ୨ ଆଣ୍ଠୁ…
Read More...

ବିଚ୍ ରାସ୍ତାରେ ଯୁବକ-ଯୁବତୀଙ୍କୁ ପିଟିଲେ ଦୁର୍ବୃତ୍ତ

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ପରେ ବ୍ରହ୍ମପୁରରେ ଦୁଇଜଣ ଅପରାଧୀ ପୋଲିସ ଗୁଳିରେ ଆହତ ହୋଇଥିବା ପରେ ବି ପୁଣି ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି ବ୍ରହ୍ମପୁରରେ। ଖବର ଅନୁଯାୟୀ, ବ୍ରହ୍ମପୁର ଗିରି ରୋଡ଼ରେ ଜଣେ…
Read More...

ୟୁକ୍ରେନ୍‌ ଡ୍ରୋନ୍ ମାଡ଼ରେ ଓଡ଼ିଆ ଯୁବକ ମୃତ

ଓଡ଼ିଆ ନ୍ୟୁଜ୍: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ। ୟୁକ୍ରେନ୍‌ର ଡ୍ରୋନ୍ ମାଡ଼ରେ ଟଳିପଡ଼ିଲେ ଓଡ଼ିଆ ଯୁବକ।ମୃତକ ଗଞ୍ଜାମ ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ. ରାମେୟା।ମାସେ ତଳେ କାମ କରିବାକୁ ରୁଷିଆ…
Read More...

ସ୍ତ୍ରୀ ରଶ୍ମିତାଙ୍କ ମୁହଁରେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ

ଓଡ଼ିଆ ନ୍ୟୁଜ୍: ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା। ସ୍ତ୍ରୀ ରଶ୍ମିତାଙ୍କ ମୁହଁରେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ। ଅପହରଣ ପରବର୍ତ୍ତୀ ଘଟଣା ବଖାଣିଲେ ପତ୍ନୀ ରଶ୍ମିତା ପାତ୍ର। ସ୍ୱାମୀଙ୍କୁ ଅପହରଣ…
Read More...

ଯୁବତୀଙ୍କୁ ଗାଁ ଦାଣ୍ଡରେ ହାଣିଦେଲେ

ଓଡ଼ିଆ ନ୍ୟୁଜ୍:ହିଞ୍ଜିଳି ଥାନା ଖିରିଡ଼ା ଗାଁରେ ବୀଭତ୍ସ ହତ୍ୟା।ନ୍ୟାୟ ପାଇଁ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା। ପ୍ରେମିକର ଭାଇ ସମସ୍ତଙ୍କ ସାମ୍ନାରେ ହାଣି ମାରିଦେଲା।ପ୍ରେମିକଙ୍କ ଘର ସମ୍ମୁଖରେ ୩ ବର୍ଷର ଝିଅକୁ ଧରି…
Read More...

ସୁଧୀର ପାତ୍ର ହତ୍ୟା: କ୍ରାଇମସିନ୍‌ ରିକ୍ରିଏସନ

ଓଡ଼ିଆ ନ୍ୟୁଜ୍: ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍‌ ରିକ୍ରିଏସନ। ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତକୁ ନେଇ କ୍ରାଇମସିନ୍‌ ରିକ୍ରିଏସନ। ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି ସେହି ପଡ଼ିଆକୁ ନିଆଗଲା। ଭାବିନାରାୟଣପୁର…
Read More...

ସୁଧୀର ପାତ୍ର ହତ୍ୟା: ଝିଆରୀ ମୁଖ୍ୟ ଅଭିଯୁକ୍ତ

ଓଡ଼ିଆ ନ୍ୟୁଜ୍: ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍‌। ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି। ସମ୍ପତ୍ତିକୁ ନେଇ ପରିବାର ମଧ୍ୟ ବିବାଦ ଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ…
Read More...