ଓଡ଼ିଆ ନ୍ୟୁଜ୍: ବସ୍କୁ ଧକ୍କା ଦେଲା ଟ୍ରକ୍; ୬ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର।କେ.ବଲାଙ୍ଗ ଏନ୍ଏଚ୍ ୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା।ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା।ରାସ୍ତା ଜାମ୍ ଯୋଗୁଁ ବସ୍ଟି ରଙ୍ଗ୍ ରୁଟ୍ରେ ଆସୁଥିବା ସୂଚନା। ମୃତକଙ୍କ ମଧ୍ୟରେ ୪ ମହିଳା; ଗୁରୁତରଙ୍କ ମଧ୍ୟରୁ ୩ ଶିଶୁ। ସମସ୍ତ ଗୁରୁତର ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ।ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ ଝରକାକୁ କଟର୍ ସାହାଯ୍ୟରେ କାଟି ଯାତ୍ରୀମାନଙ୍କୁ ବାହାର କରୁଛନ୍ତି ।