Browsing Category

National

ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ରୋଜଗାର ମେଳା ମାଧ୍ୟମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ…
Read More...

ସାମାନ୍ୟ ହର୍ଣ୍ଣ ବଜାଇବା ହେଲା କାଳ, ଚାଲିଗଲା ଜୀବନ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସାମାନ୍ୟ ହର୍ଣ୍ଣ ବଜାଇବା ନେଇଗଲା ଜୀବନ । ତାମିଲନାଡୁର ରାଜଧାନୀ ଚେନ୍ନାଇର ଅମ୍ବାଟୁର ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଅଟୋରିକ୍ସା ଡ୍ରାଇଭରଙ୍କୁ ହତ୍ୟା କରାଯାଇଛି । ତେବେ ଅଟୋରିକ୍ସା ଡ୍ରାଇଭରଙ୍କର…
Read More...

ମଣିପୁର ଲଜ୍ଜା ଘଟଣା, ୫ମ ଅଭିଯୁକ୍ତ ଗିରଫ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ମଣିପୁର ଲଜ୍ଜା ପ୍ରସଙ୍ଗକୁ ସାରା ଦେଶରେ କଡା ନିନ୍ଦା କରାଯାଉଛି । ଏହାକୁ ନେଇ ରାଜନୀତି ବି ଜୋର ଧରିଛି । ଏଥିରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।…
Read More...

ବେଗୁସରାଇରେ ବର୍ବରତା: ସଙ୍ଗୀତ ଶିକ୍ଷକ ସହ ଛାତ୍ରୀକୁ ବନ୍ଦ କୋଠରୀରେ ଉଲଗ୍ନ କରି ପିଟିଲେ ଲୋକେ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମଣିପୁର ପରେ ସାମ୍ନାକୁ ଆସିଲା ବିହାର ବେଗୁସରାଇରେ ବର୍ବରତା। ସଙ୍ଗୀତ ଶିକ୍ଷକ ସହ ଛାତ୍ରୀକୁ ବନ୍ଦ କୋଠରୀରେ ଉଲଗ୍ନ କରି ପିଟିପିଟି ଗୁରିତର କରିଛନ୍ତି ଗ୍ରାମବାସୀ। ଛାତ୍ରୀ ଜଣକ ସଙ୍ଗୀତ…
Read More...

ଜ୍ଞାନବାପି ସର୍ଭେ ସପକ୍ଷରେ ବାରାଣାସୀ କୋର୍ଟଙ୍କ ରାୟ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଜ୍ଞାନବାପି ସର୍ଭେ ସପକ୍ଷରେ ରାୟ ଦେଇଛନ୍ତି  ବାରାଣାସୀ କୋର୍ଟ। ବିବାଦୀୟ ଅଂଶକୁ ବାଦ୍ ଦେଲେ ସମଗ୍ର ପରିସରର ବୈଜ୍ଞାନିକ ସର୍ଭେକୁ କୋର୍ଟ ଅନୁମୋଦନ କରିଛନ୍ତି। ଜ୍ଞାନବାପି ମସଜିଦ ମାମଲାରେ…
Read More...

ମଣିପୁର ପରେ ପଶ୍ଚିମବଙ୍ଗରେ ବି ଟିଏମସି ଗୁଣ୍ଡାଙ୍କ ଦ୍ୱାରା ମହିଳାଙ୍କୁ ଉଲଗ୍ନ ପରେଡ୍ ହୋଇଥିବା ଅଭିଯୋଗ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଣିପୁରରେ ମହିଳାଙ୍କ ନଗ୍ନ ପ୍ୟାରେଡର ଭିଡିଓ ଭାଇରାଲ ହେବା ପରେ ଏବେ ପଶ୍ଚିମବଙ୍ଗରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ତୃଣମୂଳ କଂଗ୍ରେସ…
Read More...

ମମତାଙ୍କ ସୁରକ୍ଷାରେ ତ୍ରୁଟି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଶ୍ଚିମବଙ୍ଗକୁ ଆସିଛି ଏକ ବଡ଼ ଖବର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ…
Read More...

ଆଜି ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଉପରେ ବଢିବାରେ ଲାଗିଛି । ଆଜି ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଆଜି ସୁପ୍ରିମକୋର୍ଟର…
Read More...

ସକାଳୁ ସକାଳୁ ଭୂକମ୍ପରେ ଥରିଲା ରାଜସ୍ଥାନ ଓ ମଣିପୁର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସକାଳୁ ସକାଳୁ ଭୂକମ୍ପରେ ଥରିଲା ରାଜସ୍ଥାନ ଓ ମଣିପୁର । ରାଜସ୍ଥାନରେ ଦୁଇଟି ସ୍ଥାନରେ ଓ ମଣିପୁରରେ ଗୋଟିଏ ସ୍ଥାନରେ ଭୂମିକମ୍ପ ହୋଇଛି । ରାଜସ୍ଥାନ ଜୟପୁରରେ ଘଂଟାଏ ଭିତରେ ୩ଥର ଭୂକମ୍ପର ଝଟକା…
Read More...

ଚତୁର୍ଥ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇସ୍ରୋ ଆରମ୍ଭ କରିଛି ଚନ୍ଦ୍ରଯାନ-୩ ମିଶନ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରଯାନ-୩ ମହାକାଶଯାନର ଚତୁର୍ଥ କକ୍ଷପଥ ବଢ଼ାଇବା କାର୍ୟ୍ୟ ସଫଳତାର ସହ ସମ୍ପନ୍ନ କରିଛି।…
Read More...