Browsing Category

National

ରାହୁଲ ହେବେନି ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଦୌଡ଼ରେ ନାହିଁ। ମଙ୍ଗଳବାର (ଜୁଲାଇ ୧୮) ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକର ଦ୍ୱିତୀୟ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…
Read More...

ଚୀନର ବୈଦେଶିକ ମନ୍ତ୍ରୀ ନିଖୋଜ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚୀନରୁ ଆସିଛି ଏକ ବଡ଼ ଖବର । ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ୩ ସପ୍ତାହ ହେବ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି । ସେ କେଉଁଠାରେ ଅଛନ୍ତି ସେ ବିଷୟରେ ଏଯାଏଁ କେହି ବି କିଛି ଖବର…
Read More...

ସୁପ୍ରିମକୋର୍ଟକୁ ପୋଷ୍ଟ ଅଫିସ କରିଦିଆଯାଉଛି: ବର୍ଷିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଆବେଦନାରୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡ, ନ୍ୟାୟମୂର୍ତ୍ତି ପିଏସ୍…
Read More...

୩୬ରୁ ଅଧିକ ସହଯୋଗୀଙ୍କୁ ନେଇ ଆଜି ଏନଡିଏ କରିବ ଶକ୍ତି ପ୍ରଦର୍ଶନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସାରୋ ଦେଶ ଦେଖିବ ସବୁଠୁ ବଡ଼ ଶକ୍ତି ପ୍ରଦର୍ଶନ । କାରଣ ବେଙ୍ଗାଲୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ, ଦିଲ୍ଲୀରେ ହେବ ଏନଡିଏ ମେଣ୍ଟ ଦଳଙ୍କ ମହାସମାବେଶ । ଏଥିପାଇଁ ଏନଡିଏର…
Read More...

ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେରଳରୁ ଆସିଛି ଏକ ଦୁଃଖଦ ଖବର । ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । କିଛି ମାସ…
Read More...

ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ, ଓଡିଶାର ୬୨ ଲକ୍ଷ ୬୨ ହଜାର ୮୫୨ ଦାରିଦ୍ର୍ୟମୁକ୍ତ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ନୀତି ଆୟୋଗ ରିପୋର୍ଟ ପ୍ରକାଶ ପାଇଛି । ଗତ ୫ ବର୍ଷ ଭିତରେ ଦେଶ ଦାରିଦ୍ର୍ୟ ଦୂରୀକରଣରେ ଏକ ବଡ଼ ସଫଳତା ହାସଲ କରିଛି ।  ୫ ବର୍ଷ ଭିତରେ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି…
Read More...

ସାହାରା ଇଣ୍ଡିଆ ଜମାକାରୀଙ୍କୁ ମିଳିବ ଟଙ୍କା, କିପରି ପାଇବେ ଜାଣନ୍ତୁ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ସାହାରା ଚିଟଫଣ୍ଡରେ ଟଙ୍କା ଜମା ରଖିଥିବା କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରିପାଇବେ।କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରୁଛନ୍ତି ବ୍ୟବସ୍ଥା। ଆଜି…
Read More...

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୪ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ  ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ଏକ  ମିଳିତ ଅପରେସନରେ ସୁରକ୍ଷା ବଳ ଦ୍ବାରା ନିହତ ହୋଇଛନ୍ତି। ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ…
Read More...

ଅଭିଯୁକ୍ତ ପଠାଣି ସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ତନାଘନା ଜାରି ରହିଛି। ଗିରଫ ହୋଇଥିବା ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍ ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ।…
Read More...

କେଦାରନାଥରେ ମୋବାଇଲ ମନା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବଦ୍ରିନାଥ ଓ କେଦାରନାଥ ମନ୍ଦିର ସମିତି ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେଦାରନାଥରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି। କେବଳ ଏତିକି ନୁହେଁ ମନ୍ଦିର ପରିସରରେ ଏବେ ଆଉ ଫଟୋ କିମ୍ବା…
Read More...