Browsing Category

National

ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

ଉତ୍ତରପ୍ରଦେଶ ପୋଲିସ୍ ପକ୍ଷରୁ ଟ୍ୱିଟର ଇଣ୍ଡିଆ ଏମଡି ମନୀଷ ମହେଶ୍ୱରୀଙ୍କୁ ଆଇନଗତ ନୋଟିସ୍ ପଠାଯାଇଛି । ଗାଜିଆବାଦର ଜଣେ ସଂଖ୍ୟାଲଘୁ ବର୍ଗର ବୃଦ୍ଧଙ୍କୁ ମାଡ଼ ମାରିବା ଭିଡିଓ ଘଟଣାରେ ପୋଲିସ୍ ପକ୍ଷରୁ ଏହି ନୋଟିସ୍ ଜାରି…
Read More...

ବଦଳିଲା ଭାଗ୍ୟ: ଦିନେ ରାସ୍ତାକଡ଼ରେ ବିକୁଥିଲେ ଅଣ୍ଡା, ଏବେ ବୁଲିବେ ସରକାରୀ ଗାଡ଼ିରେ

ଜଣେ ଅଣ୍ଡା ବିକାଳିଙ୍କ ମୁଣ୍ଡରେ ବିଧାତା ସୁନା କଳସ ଢାଳିଛି । ବିହାରର ଜଣେ ଅଣ୍ଡା ବିକାଳି ରାଜ୍ୟ ପ୍ରଶାସନିକ ଅଧିକାରୀ ହୋଇଛନ୍ତି । ପିତୃମାତୃହୀନ ବିରେନ୍ଦ୍ର କୁମାର ଦାରିଦ୍ର୍ୟର କଷାଘାତକୁ ଖାତିର ନକରି ଆଜି ସଫଳତାର…
Read More...

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ ହେବ ଯେତେବେଳେ…
Read More...

ସଂସଦୀୟ କମିଟି ସାମନାରେ ହାଜର ହେବ ଟୁଇଟର୍, ନୂଆ ଆଇଟି ନିୟମକୁ ନେଇ ହେବ ସମ୍ୟକ୍ ଆଲୋଚନା

ଚଳିତ ବର୍ଷ ଲାଗୁ ହୋଇଥିବା ନୁତନ ଆଇଟି ନିୟମକୁ ନେଇ ଏପର୍ଯ୍ୟନ୍ତ ବିବାଦ ଥମିବାର ନାଁ ନେଉନି । ଏଥିମଧ୍ୟରେ ସଂସଦର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସଂସଦୀୟ ଷ୍ଟାଣ୍ଡିଂ କମିଟି ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମ…
Read More...

ଟଙ୍କା ଉଠାଉଛନ୍ତି କି? ଅନ୍ୟ ବ୍ୟାଙ୍କ ଏଟିଏମରେ ଲାଗିବ ଚାର୍ଜ; ଜାଣନ୍ତୁ କେତେ…

ଏଣିକି ଏଟିଏମରୁ ଟଙ୍କା ଉଠାଉଥିଲେ ହୋଇଯାଆନ୍ତୁ ସତର୍କ । ଏଟିଏମ୍ ଜରିଆରେ ହେଉଥିବା ସମସ୍ତ ନେଣଦେଣ ଉପରେ ଲାଗିବ ଅଧିକ ଫି’ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସେହି ଅନୁସାରେ ଫି’ ୧୫…
Read More...

କରୋନା ଟିକା ନ ନେଲେ ବ୍ଲକ୍ କରାଯିବ ସିମ୍ କାର୍ଡ, ଏମିତି ନିଷ୍ପତ୍ତି ନେଲେ ସରକାର

କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ପ୍ରଲୋଭନ ଦିଆଯାଉଛି । ଏପରିକି ଟିକା ନେଲେ ମାଗଣାରେ ବିୟର ଦିଆଯିବା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରି…
Read More...

ୟୁଜର୍ସଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଶେଷରେ ଟ୍ୱିଟର କଲା ସ୍ୱିକାର

ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂଆ ଆଇଟି ନିୟମମ ମାନିବାକୁ ରାଜି ହୋଇଛି । କିଛି ଦିନ…
Read More...

ଭୂଟାନ ପରେ ଏବେ ନେପାଳରେ କୋରୋନିଲର ବ୍ୟବହାର ଉପରେ ଲାଗିଲା ରୋକ

କରୋନାକୁ ହରେଇବା ପାଇଁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଦ୍ୱାରା ନିର୍ମିତ କୋରୋନିଲ କିଟର ବ୍ୟବହାର ଉପରେ ନେପାଳ ତରଫରୁ ଲାଗିଛି ରୋକ । ଯୋଗଗୁରୁ ବାବା ରାମଦେବ ନେପାଳକୁ ଉପହାର ଆକାରରେ କୋରୋନିଲ କିଟ ପଠାଇଥିଲେ ।…
Read More...

ଟିକା ନେଇନାହାନ୍ତି ହେଲେ ଆସିଗଲାଣି ସାର୍ଟିଫିକେଟ, ଲେଖା ଅଛି “ଆପଣ ସଫଳତାର ସହ ଟିକା ନେଇଛନ୍ତି”

ଟିକା ମିଳି ନାହିଁ ହେଲେ ମିଳିଗଲା ଭାକ୍ସିନେସନ ସାର୍ଟିଫିକେଟ୍‌ । ଭୋପାଳରୁ ଆସିଥିବା ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ଟିକା ନେବାକୁ ସ୍ଲଟ ବୁକିଂ…
Read More...

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡରେ ସୃଷ୍ଟି ହେଉଛି ଅଧିକ ଆଣ୍ଟିବଡି

ଫଙ୍ଗସ୍ ଏବଂ ଟିକାକୁ ନେଇ ଦେଶରେ ବିଭିନ୍ନ ପ୍ରକାରର ଅଧ୍ୟୟନ ଜାରି ରହିଛି । ଏହାରି ମଧ୍ୟରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୁ ନେଇ ୧୨ ରାଜ୍ୟର ୧୯ ହସ୍ପିଟାଲରେ ହୋଇଥିବା ଅଧ୍ୟୟନରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା…
Read More...