Browsing Category

#Odianews

ଓଡ଼ିଶା ପାଇଁ ୧୦ହଜାର ୯୨୮କୋଟି

ଓଡ଼ିଆ ନ୍ୟୁଜ୍: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସ୍‌ମିଟ୍‌।ବଜେଟ୍‌ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି। ଇଷ୍ଟ- ୱେଷ୍ଟ କରିଡରରୁ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଇଷ୍ଟ- ୱେଷ୍ଟ କରିଡର…
Read More...

ବଜେଟକୁ ନେଇ ନବୀନଙ୍କ କ୍ଷୋଭ

ଓଡ଼ିଆ ନ୍ୟୁଜ୍: ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍‌ ଉପରେ ମୁଁ ମୋର ନିରାଶା ପ୍ରକାଶ…
Read More...

ଖୁବଶୀଘ୍ର ୩ୟ ବଡ଼ ଅର୍ଥନୀତି ହେବୁ: ପିଏମ ମୋଦି

ଓଡ଼ିଆ ନ୍ୟୁଜ୍: ବଜେଟକୁ ଐତିହାସିକ କହିବା ସହ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି।ଖୁବଶୀଘ୍ର ୩ୟ ବଡ଼ ଅର୍ଥନୀତି ହେବା ନେଇ ଆଶା ବ୍ୟକ୍ତ କଲେ।ଏହି ବଜେଟ୍ ୨୦୪୭ ବିକଶିତ ଭାରତର ମଜଭୁତ ଆଧାର।ଏଥିରେ ନାରୀଶକ୍ତିର ସଶକ୍ତ…
Read More...

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ

ଓଡ଼ିଆ ନ୍ୟୁଜ୍: ଭାରତ ବିପକ୍ଷରେ ଟି୨୦ ବିଶ୍ବକପ୍‌ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ। ପାକିସ୍ତାନ ସରକାରଙ୍କ ପକ୍ଷରୁ ସୋସିଆଲ୍ ମିଡିଆରେ ସୂଚନା।୧୫ ଫେବୃଆରୀ ୨୦୨୬ରେ ଶ୍ରୀଲଙ୍କାରେ ଖେଳା ଯାଇଥାନ୍ତା ମ୍ୟାଚ।ହାଇବ୍ରିଡ…
Read More...

ଏହା ଐତିହାସିକ ବଜେଟ୍, ମୋଦିଙ୍କ ସ୍ବପ୍ନକୁ ସାକାର କରିବ: ମୋହନ ମାଝୀ

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଧାଇ।କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା।ପରିବେଶ ସମ୍ମତ କାର୍ଗୋ ପରିବହନ ପ୍ରୋତ୍ସାହନ ପାଇଁ ବଡ଼ ପଦକ୍ଷେପ।NW-5 ଦ୍ୱାରା…
Read More...

ଓଡ଼ିଶା ପାଇଁ ଜାତୀୟ ଜଳପଥ ୫

ଓଡ଼ିଆ ନ୍ୟୁଜ୍: ଜଳପଥରେ ଖଣିଜ ପଥର ପରିବହନକୁ ପ୍ରାଧାନ୍ୟ। ପୂର୍ବରୁ ପଶ୍ଚିମ ପ୍ରାନ୍ତ ପର୍ଯ୍ୟନ୍ତ ୨୦ଟି ନୂଆ ଜଳପଥ ପ୍ରସ୍ତାବ।ଖଣିଜ ସଂପଦରେ ଭରପୂର ଓଡ଼ିଶା ପାଇଁ ଜଳପଥ_୫।ତାଳଚେର, ଅନୁଗୁଳ, କଳିଙ୍ଗନଗରକୁ…
Read More...

ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଆୟକର ନିୟମ

ଓଡ଼ିଆ ନ୍ୟୁଜ୍: ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ…
Read More...

ଶ୍ରୀମନ୍ଦିରରେ ଗଜୋଦ୍ଧାରଣ ବେଶ ନୀତି ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ମାଘ ପୂର୍ଣ୍ଣମୀ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍‌ରେ ବେଶ ପ୍ରସ୍ତୁତି ଶେଷ ହେଉଛି । ପ୍ରମୁଖ ସୋଲ କାରିଗରଙ୍କ ସମେତ ଦର୍ଜୀ…
Read More...

ଜାଣନ୍ତୁ କଣ ହେବା ଶସ୍ତା, ମହଙ୍ଗା

ଓଡ଼ିଆ ନ୍ୟୁଜ୍: ସଂସଦରେ ବଜେଟ୍ ଆଗତ କରିଛନ୍ତି ନିର୍ମଳା ସୀତାରାମନ। ଅର୍ଥମନ୍ତ୍ରୀ ଭାବେ ନବମ ଥର ସେ ବଜେଟ୍ ଉପସ୍ଥାପନା କରିଛନ୍ତି । ତେବେ ବଜେଟ୍ ଆସିବା ପରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ମିଳିଛି । ଅନେକ କିଛି ଜିନିଷ…
Read More...

ସାଂସଦରେ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ

ଓଡ଼ିଆ ନ୍ୟୁଜ୍: ଦେଶର ଅର୍ଥନୀତିର ଦିଗ ନିର୍ଣ୍ଣୟ କରିବ ଏହି ଦିନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ କରଦାତାମାନେ ଆଶ୍ୱସ୍ତି ପାଇବାକୁ ଆଶା କରୁଥିବା…
Read More...