Browsing Category

Sports

ଆଇପିଏଲ ୨୦୨୩: ଆଜି ଚେନ୍ନାଇ ଓ ଲକ୍ଷେ୍ନø ଲଢେଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି (ଏପ୍ରିଲ୍ ୩) ଆଇପିଏଲ୍ ୨୦୨୩ ର ଷଷ୍ଠ ମ୍ୟାଚ୍ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନø ସୁପର ଜିଆଣ୍ଟସ୍ ମଧ୍ୟରେ ଚେପକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚାରି ବର୍ଷ ପରେ…
Read More...

ଆଇପିଏଲକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଇମ୍ରାନ ଖାନ

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଆଇପିଏଲରେ ପାକିସ୍ତାନ ନଖେଳିବା ନେଇ ବିସିସିଆଇ ଉପରେ ବର୍ଷିଛନ୍ତି ବିଶ୍ବକପ୍ ବିଜେତା କ୍ୟାପଟେନ୍‌ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌, ସେ କହିଛନ୍ତି ତାଙ୍କ ଦେଶର ଖେଳାଳିଙ୍କୁ ଏହି…
Read More...

ଆଇପିଏଲ ମହାକୁମ୍ଭ: ଉଦ୍‌ଘାଟନୀ ମ୍ୟାଚରୁ ବିଜୟ ଯାତ୍ରା ଆରମ୍ଭ କଲା ଗୁଜରାଟ

ଓଢ଼ିଆ ନ୍ୟୁଜ(ବ୍ୟୁରୋ): ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ୫ ୱିକେଟ୍‌ରେ ୪ ଥର…
Read More...

ଆଜିଠୁ ଆରମ୍ଭ ହେବ ଆଇପିଏଲ ୨୦୨୩: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଗୁଜୁରାଟ ଓ ଚେନ୍ନାଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ସବୁଠୁ ବଡ ପର୍ବ ଅର୍ଥାତ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଜି (୩୧ ମାର୍ଚ୍ଚ) ରୁ ଆରମ୍ଭ ହେବାକୁ ଯାଉଛି ଜ୍ଝ ଆଇପିଏଲର ୧୬ ତମ ସିଜିନର ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ…
Read More...

ଆଜିଠୁ ଆଇପିଏଲ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ଗୁଜରାଟ-ଚେନ୍ନାଇ ମୁହାଁମୁହିଁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ଆରମ୍ଭ ଆଇପିଏଲ ମହାକୁମ୍ଭ । ଏହି ନୂଆ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ। ବିଗତ ୩ ବର୍ଷ ଧରି ଆଇପିଏଲ୍‌ ଏହାର…
Read More...

ଆଇପିଏଲ ୨୦୨୩ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ବଡ଼ ଝଟକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ଅସୁବିଧାଗୁଡ଼ିକର ନାମ ନେଉନାହିଁ ଜ୍ଝ ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟାସ…
Read More...

ଆଜିଠୁ ଆରମ୍ଭ ହେଉଛି ମହିଳା ପ୍ରମିୟର ଲିଗ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ ୨୦୨୩) ଆଜି (ମାର୍ଚ୍ଚ ୪) ରୁ ଆରମ୍ଭ ହେଉଛି ଜ୍ଝ ଏହି ଲିଗର ପ୍ରଥମ ସିଜିନର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭.୩୦ ରେ ଖେଳାଯିବ ଜ୍ଝ ଏହି ମ୍ୟାଚ୍‌ରେ ମୁମ୍ବାଇ…
Read More...

ଷ୍ଟିଙ୍ଗ ଅପରେସନ ପରେ ଇସ୍ତଫା ଦେଲେ ଚେତନ ଶର୍ମା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏକ ଷ୍ଟିଙ୍ଗ୍ ଅପରେସନ୍ ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ଭାରତୀୟ ଦଳ ଏବଂ ଖେଳାଳିଙ୍କ ସହ ଜଡିତ…
Read More...

ଆଜି ଆସିବ ଆଇପିଏଲ ୨୦୨୩ର ଖେଳ ସୂଚୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସମସ୍ତ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ଋତୁ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି ଜ୍ଝ ଏକ ଖବର ଅନୁଯାୟୀ, ଆସନ୍ତା ସିଜିନର ସମ୍ପୂର୍ଣ୍ଣ…
Read More...

ଦିନିକିଆ ଓ ଟି-୨୦ ପରେ ଟେଷ୍ଟରେ ବି ନମ୍ବର ୱାନ୍ ହେଲା ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ସୀମା-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇସିସି ଦ୍ୱାରା…
Read More...