Browsing Category

State

ରତ୍ନଭଣ୍ଡାର ମରାମତି କାମ ୪ ଦିନ ସ୍ଥଗିତ

ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାର ମରାମତି କାମ ୪ ଦିନ ସ୍ଥଗିତ ରହିବ। ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମକୁ ୪ ଦିନ ଯାଏଁ ବନ୍ଦ ରଖାଯିବ। ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ…
Read More...

ସତ୍ୟବ୍ରତ ରାଉତ ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ

ଓଡ଼ିଆ ନ୍ୟୁଜ୍: ଆଇଏଏସ୍ ସତ୍ୟବ୍ରତ ରାଉତ ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୨୦୧୩…
Read More...

ରାସନ କାର୍ଡ ଫେରାଇଲେ ୨୦ ହଜାର ସରକାରୀ ଅଧିକାରୀ

ଓଡ଼ିଆ ନ୍ୟୁଜ୍: ରାସନ କାର୍ଡ଼ ଫେରାଇଲେ ପାଖାପାଖି ୨୦ ହଜାର ସରକାରୀ ଅଧିକାରୀ। ଶୁକ୍ରବାର ଦିନ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଅଯୋଗ୍ୟ…
Read More...

ହଂସିତା-ଅନୀଲ ଗିରଫ ମାମଲା: ମନୋଜ ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଓଡ଼ିଆ ନ୍ୟୁଜ୍: ବହୁଚର୍ଚ୍ଚିତ ହଂସିତା-ଅନୀଲ ମାମଲାରେ ହଂସିତାଙ୍କ ଦ୍ୱିତୀୟ ସ୍ୱାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢିଲା। ସେ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ହଂସିତା ଅଭିଲିପସାଙ୍କ ଦ୍ବିତୀୟ ସ୍ବାମୀ…
Read More...

ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣା: ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହେଲେ ଅନ୍ତେବାସୀ

ଓଡ଼ିଆ ନ୍ୟୁଜ୍: ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣାରେ ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହୋଇଛନ୍ତି ଅନ୍ତେବାସୀ। ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କରିଛନ୍ତି ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ…
Read More...

ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡ

ଓଡ଼ିଆ ନ୍ୟୁଜ୍: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡ। ମାମଲାର ବିଚାର କରି ଝାରସୁଗୁଡ଼ା ଏଡିଜେ କୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ…
Read More...

କଣାସରେ ଝାଡ଼ାବାନ୍ତି: ଆଜି ଆଉ ଜଣଙ୍କର ଜୀବନ ଗଲା

ଓଡ଼ିଆ ନ୍ୟୁଜ୍: ପୁରୀ ଜିଲ୍ଲାର କଣାସରେ ଥମିବାରେ ନାଁ ଧରୁନି ଝାଡ଼ାବାନ୍ତି। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକ ହେଲେ କଣାସ ବ୍ଲକର ଜାଗୁଳେଇପଦର ଗ୍ରାମର ବାସିନ୍ଦା କୃଷ୍ଣ…
Read More...

ଘର ଲୋକଙ୍କୁ ନିଶାଦେଇ ଫେରାର ହେଇଗଲା ନାବାଳିକା

ଓଡ଼ିଆ ନ୍ୟୁଜ୍: ଘର ଲୋକଙ୍କୁ ନିଶାଦେଇ ଫେରାର ହେଇଗଲା ନାବାଳିକା। ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର…
Read More...

ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଶ୍ଵଦର୍ଶୀ ସାହୁଙ୍କର ୭ଟି ଠିକଣା ଉପରେ ଚଢ଼ଉ…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ଓଡ଼ିଆ ନ୍ୟୁଜ୍: ପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’। ସେ ଏକ ସନ୍ତାନକୁ ଜନ୍ମ ଦେଇଛି। ଫଳରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି।…
Read More...