ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅନ୍ତ ହେଲା ସବୁ ପ୍ରତୀକ୍ଷାର ଅନ୍ତ । ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ ସେମାନେ ସିବିଏସଇର ଓ୍ୱେବସାଇଟ୍ cbseresults.nic.in ଏବଂ cbse.nic.in ରେ ପରୀକ୍ଷା ଫଳ ଜାଣିପାରିବେ । ପୂର୍ବଥର ଭଳି ଏଥର ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି । ମୋଟ୍ ୯୪.୫୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି ।

ଚଳିତବର୍ଷ ପ୍ରାୟ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦାଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଟର୍ମ ୧ ଏବଂ ଟର୍ମ ୨ରେ ଦୁଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଟର୍ମ ୨ପରୀକ୍ଷା ଅଫଲାଇନରେ ହୋଇଥିଲା । ଏହା ଏପ୍ରିଲ ୨୬ରୁ ଜୁନ ୧୫ ଯାଏଁ ଅନୁଷ୍ଠିତ ହୋଇଥିଲା । ପିଲାମାନେ ଚାହିଁଲେ ବୋର୍ଡ ଓ୍ୱେସବାଇଟରେ ମଧ୍ୟ ରେଜଲ୍ଟ ଜାଣିପାରିବେ ।

Leave A Reply

Your email address will not be published.