କେନ୍ଦ୍ର ସରକାର ଦେଲେ ବଡ ନିର୍ଦ୍ଦେଶ

0

ସାରା ଭରତ ବର୍ଷରେ ବର୍ତ୍ତମାନ କରୋନା ଭାଇରସ୍ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ବର୍ତ୍ତମାନ ଆକ୍ରାନ୍ତ ଙ୍କ ସଂଖ୍ୟା 415 କୁ ବୃଦ୍ଧି ଘଟିଛି l ଏହାକୁ ଦୃଷ୍ଟି ରେ ରଖି ଭରତ ସରକାର ରାଜ୍ୟ ଗୁଡିକୁ ଲକ୍ ଡାଉନ୍ କରିବାକୁ ନିର୍ଦେଶ ଦେଇଛନ୍ତି l ଯଦି କେହି ଏହି ନିର୍ଦେଶ କୁ ବା ଲକ୍ ଡାଉନ୍ କୁ ଉଲ୍ଲଙ୍ଗନ କରନ୍ତି ତେବେ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି l

Leave A Reply

Your email address will not be published.