ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଜି ମୁଖ୍ୟମନ୍ତ୍ରୀଙ୍କ ୧୪ତମ ଅଭିଯୋଗ ଶୁଣାଣି । ଭୁନେଶ୍ବର ୟୁନିଟ-୨ରେ ହେବ ଜନଶୁଣାଣି । ଉପସ୍ଥିତ ରହିବେ ଅନ୍ୟ ବିଭାଗର ମନ୍ତ୍ରୀ ଓ ସିଚିବ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି ଅଭିଯୋଗ ଶୁଣିବେ।

ଏଥିପାଇଁ ସପ୍ତାହକ ତଳୁ ୧ ହଜାର ଲୋକ ପଞ୍ଜୀକରଣ କରିଛନ୍ତି। ନିଜ ନିଜର ସମସ୍ୟାକୁ ନେଇ ବିଭିନ୍ନ ଜିଲ୍ଲାରୁ ଲୋକ ଆସି ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିବେ ।

Leave A Reply

Your email address will not be published.