ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ CMଙ୍କ ଅନୁରୋଧ।ସମସ୍ତଙ୍କୁ ଗ୍ରହଣ କରିବାକୁ ‘ଏକ୍ସ’ରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ‘ସ୍ୱାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାରକୁ ସ୍ମରଣ କରି ବୟନିକାରୁ ହସ୍ତତନ୍ତ ବସ୍ତ୍ର କିଣିଲି’।
‘ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରଣା ନେଇ ଆଜିର ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ’। ‘ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସନ୍ତୁ’।‘ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ’। ‘ସ୍ୱଦେଶୀ ବ୍ୟବହାରକୁ ସମର୍ଥନ କରି ଓଡ଼ିଶାକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା’।