ଓଡ଼ିଆ ନ୍ୟୁଜ୍: ସ୍ନାନପୂର୍ଣ୍ଣିମାରେ ଅଘଟଣ। ନେମାଳ ପୀଠରେ ଦୀପ ରୁ ନିଆଁ ଲାଗି ଜଳିଗଲା ଦୀପଷ୍ଟାଣ୍ଡ। ଘଟନସ୍ଥଳରେ ନିଆଁ ଙ୍କୁ ଆୟତ କଲା ଅଗ୍ନିଶମ ବିଭାଗ। କଟକ ଜିଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ଅଗ୍ନିକାଣ୍ଡ।
ଆଜି ପୂର୍ବାହ୍ନରେ ମହାପୁରୁଷଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥିଲା।ପ୍ରଶାସନିକ ଅବହେଳା ପାଇଁ ଦୀପରୁ ଅଗ୍ନିକାଣ୍ଡ ଘଟି ପୀଠ ଉପରେ ନିଆଁ ଲାଗିଯାଇଥିଲା। ପୋଲିସ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।