ଓଡ଼ିଆ ନ୍ୟୁଜ୍: କଟକ ଶିଖରପୁର ଅଞ୍ଚଳର ହୋଟେଲ୍ ରେଡ୍ ବେଳେ ୩୨ ଅଟକ।ପ୍ରେସ୍ମିଟ୍ରେ ସୂଚନା ଦେଲେ କଟକ ଡିସିପି ରିଷିକେଶ ଖିଲାରୀ।‘ଠକି ଯାଇଥିବା କିଛି ନିବେଶକାରୀ ସେମାନଙ୍କୁ ଆଣି ହୋଟେଲରେ ରଖିଥିଲେ’।‘ପୁରୀରେ ଲୁଚିଥିଲେ, ସେମାନଙ୍କୁ ଆଣି କଟକରେ ରଖିଥିଲେ’।ପ୍ରାୟତଃ ସେମାନେ ପଶ୍ଚିମବଙ୍ଗବାସିନ୍ଦା, ଅଧିକ ତଦନ୍ତ ଜାରି ରହିଛି।
‘କ୍ରିପ୍ଟୋ କରେନ୍ସି ଲିଙ୍କ୍ର ସନ୍ଧାନ ମିଳିଛି, ଉଚ୍ଚ ସୁଧ ଲୋଭରେ ନିବେଶ’। ‘ଯେଉଁମାନେ ନିବେଶ କରିଛନ୍ତି ସେମାନେ ମଧ୍ୟ ପଶ୍ଚିମବଙ୍ଗର ସୂଚନା’।‘ଅପହରଣ ଓ କ୍ରିପ୍ଟୋ ଲିଙ୍କ୍ ପ୍ରମାଣିତ ହେଲେ ମାମଲା ରୁଜୁ କରିବୁ’।ଆଜି କଟକ ଶିଖରପୁର ଅଞ୍ଚଳର ହୋଟେଲ୍ରେ ପୋଲିସର ଚଢ଼ାଉ।ହୋଟେଲ୍ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍।ହୋଟେଲ୍ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ୍ର ତଲାସୀ।