ଗିରଫ ହେଲେ ଧର୍ମଶାଳା ଏବିଡିଓ ଅସିତ ପାତ୍ର

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ ଏବିଡିଓ ଅସିତ ପାତ୍ର। ଯାଜପୁର ଜିଲା ଧର୍ମଶାଳାର ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ବେଆଇନ ସମ୍ପତ୍ତି ତାଲିକାରେ ତିନୋଟି ମଲ୍ଟି ଷ୍ଟୋରଡ୍‌ କୋଠା, କଟକରେ ଏକ ଘର,ଏକ ମାର୍କେଟ କମ୍ପ୍ଲେକ୍ସ, ପାଞ୍ଚୋଟି ଜାଗାରେ ଦାମୀ ପ୍ଲଟ୍‌, ୭୦୦ଗ୍ରାମର ସୁନା, ୬୫ଲକ୍ଷ ଟଙ୍କା ବଣ୍ଡ ଓ ୧୮୫ ଲକ୍ଷ ଟଙ୍କା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି। ଏହି ସବୁ ଆୟ ବହିର୍ଭୂତ ସମ୍ପତି ଠୁଳ ଆଧାରରେ କଟକ ଭିଜିଲାନ୍ସ କେସ୍‌ ନମ୍ବର ୧୧/୨୦୨୫ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.