ଏସ୍‌ପି ଅଫିସ ପରିସରରେ ଆତ୍ମାହୁତି ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍: ଏସ୍‌ପି ଅଫିସ୍‌ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଅଘଟଣ ପୂର୍ବରୁ କାବୁ କଲା ପୋଲିସ, ପେଟ୍ରୋଲ ବୋତଲ ଓ ଦିଆସିଲି ଜବତ। ଏସ୍‌ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା, ୨ଟି ଥାନା ପୋଲିସ ଉପସ୍ଥିତ। ସଦର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ଉପସ୍ଥିତିରେ ପଚରାଉଚରା।ସମ୍ପର୍କୀୟ ଦିଅର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଆସୁଥିଲେ। ଏନେଇ ଉଭୟ ଟାଉନ ଥାନା ଓ ସଦର ଥାନାରେ ଫେରାଦ ହେଉଥିଲେ।କେହି ଅଭିଯୋଗ ନ ଶୁଣିବାରୁ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିବା ସୂଚନା।

ଅନ୍ୟପକ୍ଷେ ସମ୍ପର୍କୀୟ ଦିଅର ମହିଳାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଆସୁଥିଲେ। ଏନେଇ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ଫେରାଦ ହୋଇଥିଲେ। କେହି ଅଭିଯୋଗ ନ ଶୁଣିବାରୁ ମହିଳା ଜଣକ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.