୨୦ ଓ ୨୧ରେ ଦୀପାବଳି

0

ଓଡ଼ିଆ ନ୍ୟୁଜ୍: ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ।ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ ପ୍ରେସମିଟ୍‌ରେ ସୂଚନା।ଅମବାସ୍ୟା ଦିନ ୩ଟା ୨୩ ପରଠୁ ପୟାଶ୍ରାଦ୍ଧ।୨୦ ଓ ୨୧ ତାରିଖକୁ ନେଇ ଥିଲା ଦ୍ବନ୍ଦ୍ବ।ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତି ମଣ୍ଡପର ଦାବି।ଆସନ୍ତା ୨୦ ତାରିଖରେ ଦୀପାବଳି। ସେହି ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ଏବଂ ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଛି।

Leave A Reply

Your email address will not be published.