ଓଡ଼ିଆ ନ୍ୟୁଜ୍: ପୁଣି ଶ୍ରୀମନ୍ଦିରରେ ଉଡିଲା ଡ୍ରୋନ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଶ୍ରୀମନ୍ଦିର ଭିଡିଓ ଭାଇରାଲ । ଯାହାର ଭିଡିଓ ଭାଇରାଲ ହେଉଛି ।
ନୀଲକମଲ୍ ସାହୁ ନାମକ ଜଣେ ଯୁବକ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଡ୍ରୋନ୍ ଭିଡିଓ ।ପତାକା ପରିବର୍ତ୍ତନ ସମୟର ଡ୍ରୋନ୍ ଭିଡିଓ ଭାଇରାଲ୍ ଭାଇରଲ ହେଉଛି । ନୋ ଫ୍ଲାଇଁ ଜୋନରେ ପ୍ରାୟତଃ ଉଡୁଛି ଡ୍ରୋନ୍ ।