ଇ ଚାଲାଣ: ଏକକାଳୀନ ସେଟଲ୍‌ମେଣ୍ଟ ଯୋଜନା

0

ଓଡ଼ିଆ ନ୍ୟୁଜ୍: ଏକକାଳୀନ ସେଟଲ୍‌ମେଣ୍ଟ ଯୋଜନା ଘୋଷଣା କଲା ପରିବହନ ବିଭାଗ।ଦୀର୍ଘଦିନ ଧରି ପଡ଼ି ରହୁଥିବା ଚାଲାଣର ସମାଧାନ ନେଇ ପଦକ୍ଷେପ।ଉଲ୍ଲଂଘନକାରୀ କମ୍‌ ପରିମାଣରେ ଜୋରିମାନା ଦେଇ ସମାଧାନ କରିପାରିବେ।୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଅମୀମାଂସିତ ଇ-ଚାଲାଣ ପାଇଁ ଲାଗୁ।ଏହି ଯୋଜନା ଆଜିର ବିଜ୍ଞପ୍ତି ଜାରି ଦିନରୁ ୬ ମାସ ପାଇଁ ବୈଧ।ଯେଉଁ ଚାଲାଣ କୋର୍ଟକୁ ଯାଇଛି ତାର ସେଟଲ୍‌ମେଣ୍ଟ ହୋଇପାରିବନି।

Leave A Reply

Your email address will not be published.