ଭଟ୍ଟାରିକାଙ୍କ ପୀଠରୁ ଛାଡ଼ୁଛି ବନ୍ୟା ଜଳ: ମନ୍ଦିରକୁ ଫେରିବେ ମା’

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭଟ୍ଟାରିକାଙ୍କ ପୀଠରୁ ଛାଡ଼ୁଛି ବନ୍ୟା ଜଳ। ବନ୍ୟା ଜଳ କମିଥିଲେ ମଧ୍ୟ ଏବେବି ପାହାଚ ଉପରେ ପାଣି ବହି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବି ବଡ଼ମ୍ବା ପ୍ରଶାସନ ତରଫରୁ ୧୪୪ ଧାରା ବଳବତ୍ତର ରହିଛି । ତେବେ ପାଣି ସମ୍ପୂର୍ଣ୍ଣ ଛାଡ଼ିଲେ ମନ୍ଦିରକୁ ଫେରିବେ ମା’

। ଆଜି ମା’ଙ୍କ ଚଳନ୍ତି ବିଗ୍ରହଙ୍କୁ ତାଙ୍କର ମୁଖ୍ଯ ଆସ୍ଥାନ ମୁଖ୍ଯ ମନ୍ଦିରର ଗର୍ଭଦ୍ୱାରକୁ ନିଆଯିବ । ସକାଳୁ ମା’ଙ୍କର ସମସ୍ତ ନୀତିକାନ୍ତି ଚାଲିଛି । ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ଭଟ୍ଟାରିକା ।

Leave A Reply

Your email address will not be published.