ଋଣ ଦେବା ନାଁରେ ଠକେଇ ମାମଲାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଋଣ ଦେବା ନାଁରେ ଠକେଇ ମାମଲାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ। ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ ମାମଲାରେ ବନ୍ଧା ହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟଂ ପ୍ରକାଶ ପରିଡା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ମ୍ୟାନେଜର ସ୍ୱୟଂ ପ୍ରକାଶ ପରିଡ଼ାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

୨୦୧୫ ରୁ ୨୦୧୭ ମଧ୍ୟରେ ଲୋନ୍‌ ଦେବା ନାଁରେ ଏକ କୋଟି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଜାଲ୍‌ ଡକ୍ୟୁମେଣ୍ଟ ଦେଇ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୋନ୍‌ ମଞ୍ଜୁର କରାଯାଇଥିଲା। ୨୪ଟି ଗାଡ଼ି ଲୋନ୍‌ ଓ ସିସି ଲୋନ୍‌ ଫେକ୍‌ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ୱୟଂ।

Leave A Reply

Your email address will not be published.