ରାଜ୍ୟ ସରାକର ଗୋଟେ ପଟେ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାରର ରଣନୀତି ଆପଣାଉଥିବା ବେଳେ ଓଡ଼ିଶାରେ ପୁଣି ଜଣେ ବ୍ୟକ୍ତି କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ରାଜ୍ୟରେ ଏହାକୁ ମିଶେଇଲେ ମୋଟ ୪ଜଣ ବ୍ୟକ୍ତି ବିଶେଷ କରୋନା ପସିଟିଭ ବାହାରିଛନ୍ତି । ଚତୁର୍ଥ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ପରେ ସେ କରୋନା ଭୁତାଣୁରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
Fourth COVID-19 confirmed case; 29 years old male of Bhadrak district with travel history to Dubai.
— H & FW Dept Odisha (@HFWOdisha) March 31, 2020