ଗୃହ ସଚିବ ଦେଲେ ଏପରି ସୂଚନା

0

ଆଜି ଲୋକସେବା ଭବନରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସ୍ଥିତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦେଢ ଲକ୍ଷ ଓଡିଆ ବାହାରେ ରହିଛନ୍ତି l ପ୍ରାୟ 40, 000 ଲୋକଙ୍କ ସହ ଯୋଗାଯୋଗ ହୋଇଛି l ଯେଉଁଠାରେ 100 ରୁ ଅଧିକ ଲୋକ ଅଛନ୍ତି ସେଠାରେ ଅଧିକ ଗୁରୁତ୍ୱ ଦିଆଯାଉଛି l କଣ୍ଟ୍ରୋଲ ରୁମକୁ 5200 ଫୋନ୍ କଲ ଆସିଛି l ଗୁଜୁରାଟ, ଦିଲ୍ଲୀରେ ଅଧିକ ଓଡ଼ିଆ ବସବାସ କରୁଛନ୍ତି ବୋଲି ସେ କହିଛନ୍ତି l

Leave A Reply

Your email address will not be published.