ରୋହିତ ଶର୍ମା ବଢ଼ାଇଲେ ସହାୟତାର ହାତ

0

କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ପ୍ରକାରର ସହାୟତା ମିଳୁଛି l ସେହିପରି ଭାରତୀୟ କ୍ରିକେଟର ରୋହିତ ଶର୍ମା ମଧ୍ୟ ସହାୟତାର ହାତ ବଢାଇଛନ୍ତି l ରୋହିତ ଶର୍ମା 80 ଲକ୍ଷ ଟଙ୍କା ଦାନ କରିଛନ୍ତି l ପ୍ରଧାନମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ପାଣ୍ଠିକୁ 45 ଲକ୍ଷ ଦେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ 25 ଲକ୍ଷ ଟଙ୍କା, ବୁଲା କୁକୁରଙ୍କ ପାଇଁ 5 ଲକ୍ଷ ଏବଂ ଗରିବ ଲୋକଙ୍କ ପାଇଁ 5 ଲକ୍ଷ ଦାନ କରିଛନ୍ତି l

Leave A Reply

Your email address will not be published.