କରୋନା ସଚେତନତା ବେଳେ ତହସିଲଦାରଙ୍କୁ ଆକ୍ରମଣ

0

ମାଲକାନଗିରି ଜିଲ୍ଲା ରେ ଘଟିଛି ଏକ ଅଭାବନୀୟ ଘଟଣା l ଗତକାଲି ରାତି ପ୍ରାୟ 8 ଟା ବେଳେ ମାଥିଲ ବ୍ଲକ୍ ତହସିଲଦାର ମେଘବାନ ବାଗ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ମାଥିଲି ସାନକରାପାଳି ଗାଁ କୁ କରୋନା ସଚେତନତା ପାଇଁ ଯାଇଥିଲେ l ସେଠାରେ କିଛି ଲୋକଙ୍କୁ ଦୋକାନ ବନ୍ଦ କରିବା ସହ ଭିଡ ନକରିବାକୁ କହିଥିଲେ l ଫଳରେ ଗ୍ରାମବାସୀଙ୍କ ସହ ବଚସା ହୋଇଥିଲା l ଏଥିରେ ଉତକ୍ଷୀପ୍ତ ହୋଇ ଗ୍ରାମବାସୀ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ l

Leave A Reply

Your email address will not be published.