ସରକାରୀ କର୍ମଚାରୀଙ୍କ ଉପରେ କରେନା କଟକଣା

0

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ସରକାରୀ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ କରୋନା କଟକଣ ଲଗାଯାଇଛି l ଯଦି କୌଣସି କର୍ମଚାରୀଙ୍କୁ ଥଣ୍ଡା ,କାଶ , ଜ୍ୱର ହୁଏ ତେବେ ମିଳିବ 14 ଦିନ ଛୁଟି ର ମହଲତ l
କର୍ମଚାରୀମାନେ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ l ସମସ୍ତ ସରକାରୀ ଅଫିସ୍ ଟଏଲେଟ ରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା , ବ୍ୟକ୍ତି ଗତ ସ୍ୱଚ୍ଛାତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଲୋକସେବା ଭବନକୁ କର୍ମଚାରୀ ଯିବାଉପରେ ଅନୁମତି ଥିବାବେଳେ ସାଧାରଣ ଲୋକଙ୍କ ଉପରେ କଟକଣା ଜାରି କରାଯାଇଛି l ଭିଜିଟର ପାସ କୁ ମଧ୍ୟ ବାତିଲ କରାଯାଇଛି l

Leave A Reply

Your email address will not be published.