ହାର୍ଡକୋର୍ ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ହାର୍ଡକୋର୍ ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ।ତେଲେଙ୍ଗାନା ପୋଲିସ ନିକଟରେ ସୁଜାତାର ଆତ୍ମସମର୍ପଣ।ମାଓ ନେତ୍ରୀ ସୁଜାତା ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି।

ମାଓ ସଂଗଠନ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ ସୁଜାତା।ସେ ଦୀର୍ଘ ବର୍ଷ ଧରି ଛତିଶଗଡ ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ । ସେ ହେଉଛନ୍ତି ପଶ୍ଚିମବଙ୍ଗରେ ନିହତ ହୋଇଥିବା ଟପ୍ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ।

Leave A Reply

Your email address will not be published.