କାହିଁକି ହୋଲି ଖେଳିବେନି ରାଜ୍ୟପାଳ

0

୦୭.୦୩.୨୦୨୦( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ):  କରୋନା ଭୂତାଣୁ ସଂକ୍ରମଣ ରୁ ନିଜକୁ ଦୁରେଇ ରଖିବା ପାଇଁ ଚଳିତ ବର୍ଷ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ହୋଲି ଖେଳିବେ ନାହିଁ । ଏବଂ କୌଣସି ହୋଲି ମିଳନ ଉତ୍ସବରେ ମଧ୍ୟ ଯୋଗଦେବେ ନାହିଁ ବୋଲି ରାଜଭବନରୁ ସୂଚନା ମିଳିଛି । କରୋନା ଭୂତାଣୁ ସଂକ୍ରମଣ ର ମୁକାବିଲା ପାଇଁ ପ୍ରତ୍ୟେକ ସତର୍କତା ମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟବାସି ଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.