IED ବିସ୍ଫୋରଣ, ମହିଳା ମୃତ

0

ଓଡ଼ିଆ ନ୍ୟୁଜ୍: IED ବିସ୍ଫୋରଣରେ ଜଣେ ମହିଳା ମୃତ, ୨ ଗୁରୁତର। ଝାଡ଼ଖଣ୍ଡ ଜରେଇକେଲା ଥାନା ସରଣ୍ଡା ଜଙ୍ଗଲରେ ବିସ୍ଫୋରଣ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ମାଓବାଦୀ IED ଖଞ୍ଜିଥିଲେ। ୩ ମହିଳା କାଠ ସଂଗ୍ରହ କରିବାକୁ ଯାଇଥିଲା ବେଳେ ବିସ୍ଫୋରଣ।

ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲମାନଙ୍କ ଦ୍ଵାରା ଲଗା ଯାଇଥିବା ଆଇଇଡି ବିସ୍ଫୋରଣରେ ତିନି ଜଣ ଗ୍ରାମୀଣ ମହିଳା ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି ଜଣାପଡ଼ିଛି। ଯେତେବେଳେ କି ଜଣେ ମହିଳା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ଏହି ଘଟଣା ଶୁକ୍ରବାର ଜରାଇକେଲା ଥାନା ଅଧୀନସ୍ଥ କୋଲବୋଙ୍ଗା ଅଞ୍ଚଳରେ ଘଟିଛି।

Leave A Reply

Your email address will not be published.