୧୦୦ ବର୍ଷରେ ହୀରାବେନ, ପାଦ ଛୁଇଁ ଆଶୀର୍ବାଦ ନେଲେ ମୋଦି

0

ଅହମଦାବାଦ୍‌(ଓଡ଼ିଆ ନ୍ୟୁଜ୍‌): ୧୦୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ । ମୋଦିଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ପହଞ୍ଚି ମାଆ ପାଦ ଧୋଇ, ମୁଣ୍ଡିଆ ମାରି ମାଆଙ୍କ ଆଶୀର୍ବାଦ ନେଇଛନ୍ତି । ତେବେ ମାଆଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ମାଆଙ୍କୁ ଏକ ସାଲ୍ ଉପହାର ଦେଇଛନ୍ତି। ଏହି ଅବସରରେ ଘରେ ଥିବା ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇ ଏଂଥର ମାଆଙ୍କ ଖୁବ୍ ନିରାଡ଼ମ୍ଭରରେ ପାଳିଛନ୍ତି ମୋଦି ।

Leave A Reply

Your email address will not be published.