ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଛମୈ।ଜ ସ୍ଥିତ ମାଧବ ଚନ୍ଦ୍ର ଶିବନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସଭାପତି ଗୈ।ରହରି ଜେନା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବେ ପୈ।ରାଧ୍ଯଖ୍ଯ ପ୍ରତୀପ କୁମାର ପ୍ରଧାନ,ସମ୍ମାନୀତ ଅତିଥି ଭାବେ , ଜିଲ୍ଲା ବିଜ୍ଞାନ ପରିଦର୍ଶକ ହରେନ୍ଦ୍ର କୁମାର ମହନ୍ତ,ଜିଲ୍ଲାପରିଷଦ ଉପାଧ୍ଯଖ୍ଯା ଅନୁସୟା ପ୍ରଧାନ ଯୋଗଦେଇ ମତ ରଖିଥିଲେ।

୧୯୬୪ ମସିହାରେ ଏଅଞ୍ଚଳ ର କିଛି ବୁଦ୍ଧିଜୀବି ମାନଙ୍କ ପ୍ରଚେଷ୍ଟା ରେ ଗଢି ଉଠିଥିବା ଉଚ ବିଦ୍ୟାଳୟ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରୁଛି। ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Leave A Reply

Your email address will not be published.