ଓଡ଼ିଆ ନ୍ୟୁଜ୍: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଦଳ ଘୋଷଣା। ଆସନ୍ତା ସେପ୍ଟେମ୍ବର ୯ରେ ହେବାକୁ ଥିବା ଏସିଆ କପ ପାଇଁ ଆଜି ଚୟନ କମିଟିର ବୈଠକ ବସିଥିଲା । ଏଥିରେ ବିଭିନ୍ନ ଖେଳାଳିଙ୍କ ନାମ ଉପରେ ଚର୍ଚ୍ଚା ହେବା ପରେ ଶେଷରେ ୧୫ ଜଣିଆ ନାମ ଚୂଡ଼ାନ୍ତ ହୋଇଥିଲା । ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ଙ୍କୁ ଉପଅଧିନାୟକ ଦାୟିତ୍ବ।ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ।ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ଯଶପ୍ରୀତ ବୁମ୍ରା। ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ।ସଞ୍ଜୁ ସାମସନ (ୱିକେଟ କିପର), ହର୍ଷିତ ରାଣା, ରିଙ୍କୁ ସିଂ।