ନୂଆପଡ଼ା କୋମନାରେ ବିଜେଡି ନେତାଙ୍କ ଘରେ ରେଡ୍

0

ଓଡ଼ିଆ ନ୍ୟୁଜ୍: ବିଜେଡି ନେତାଙ୍କ ଘରେ ଆୟକର ଚଢାଉ।ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ରେଡ୍।କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ର।ମନୋଜ ମିଶ୍ର ଏବେ ରାଜ୍ୟ BJD ସାଧାରଣ ସମ୍ପାଦକ। ବିଜେଡି ନେତାଙ୍କ ଘରେ ଆୟକର ଚଢାଉ। ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରବିବାର ଆୟକର ଚଢାଉ ହୋଇଛି। କୋମନା ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି।

କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ ମନୋଜ ମିଶ୍ର। ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ମନୋଜ। ପୂର୍ବରୁ ନୂଆପଡ଼ା ଜିଲା ବିଜେଡି ସଭାପତି ଥିଲେ ମନୋଜ ମିଶ୍ର।ତେବେ ଅନ୍ୟପକ୍ଷେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ମହମ୍ମଦ ଜୁନେଦଙ୍କ ଘରେ ଶନିବାର IT ରେଡ ହୋଇଥିଲା। ନୂଆପଡ଼ା ଖରିଆର ରୋଡରେ ଥିବା ତାଙ୍କ ଘରେ ରେଡ ହୋଇଥିଲା।

Leave A Reply

Your email address will not be published.