ଭାରସାମ୍ୟ ହରାଇଲା ବାଇକ୍‌, ୨ଯୁବକ ମୃତ

0

୦୬.୦୩.୨୦୨୦ ( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ): ଯାଜପୁର ଟାଉନ୍ ବରୁହାଁ ଅଂଚଳରେ ଘଟିଯାଇଛି ଏକ ଦୁଖଦପୂର୍ଣ୍ଣ ଘଟଣା । ଭାରସାମ୍ୟ ହରାଇ ଏକ ବାଇକ୍ ପୋଖରୀ ମଧ୍ୟକୁ ଖସି ପଡିବାରୁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୂତାବକ ଯାଜପୁର ଟାଉନ ଅଂଚଳ ର ଅଭିଜିତ୍ ଉପାଧ୍ୟାୟ (୨୧) ଏବଂ ଅନ୍ୟ ଜଣେ ସୁଶିଲ୍ ରାୟ(୨୫) ବୋଲି ଜଣାପଡିଛି । ଘଟଣାଟି ରାତିରେ ଘଟିଥିଲା ତେଣୁ ଆଜି ସକାଳୁ କିଛି ଲୋକ ହେଲ୍‌ମେଟ୍ ଭାସୁଥିବାର ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍ ମୃତ ଦେହକୁ ଉଦ୍ଧାର କରି ମେଡିକାଲ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି ।

Leave A Reply

Your email address will not be published.