ରେଞ୍ଜର୍‌ଙ୍କ ୫ କୋଠା ୯ ପ୍ଲଟ୍

0

ଓଡ଼ିଆ ନ୍ୟୁଜ୍: ରାୟଗଡ଼ା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ବିପୁଳ ସଂପତ୍ତି ଠାବ।ଚଢ଼ାଉ କରି ରେଞ୍ଜର୍‌ଙ୍କ ୫ କୋଠା, ୯ ପ୍ଲଟ୍ ଠାବ କଲା ଭିଜିଲାନ୍ସ।ରେଞ୍ଜର୍‌ଙ୍କ କନ୍ଧମାଳ ଜିଲ୍ଲାରେ ୪ ଓ ବ୍ରହ୍ମପୁରରେ ଗୋଟିଏ କୋଠା।ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ରେଞ୍ଜରଙ୍କ ଅଛି ୯ଟି ପ୍ଲଟ୍। ୨୬୩ ଗ୍ରାମ ସୁନା ଜବତ ସହ ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ।

Leave A Reply

Your email address will not be published.