ପାର୍ବଣରେ ମାତିଲେ ଲୁଟେରା; ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ପଛପଟୁ ବାଇକ କଲେ ଚୋରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବର୍ତ୍ତମାନ କିଛି ସମୟ ପୂର୍ବେ ସ୍ଥାନୀୟ ମାର୍କେଟ ବିଲ୍ଡିଂଗ ପଛପଟ ରୋଡ଼ ନମ୍ବର -୭ର ପାର୍ଶ୍ୱରେ ଥିବା ଏକ PULSAR-150(Blue), ନମ୍ବର-OD 02T-5171 ମୋଟର ସାଇକେଲ ଚୋରି ହୋଇ ଯାଇଥିବା ଜଣା ପଡ଼ିଛି।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ସ୍ଥାନୀୟ ବଡଗଡ଼ ଅଂଚଳର ଜଗନ୍ନାଥ ମହାନ୍ତି ,ତାଙ୍କର ଜଣେ ବନ୍ଧୁଙ୍କ ସାକ୍ଷାତ କରିବାକୁ ଆସି ଗାଡି ଟି ସେଠାରେ ରଖି କିଛି ଦୂରକୁ ଚା ପିଇବାକୁ ଯାଇ ଫେରିବା ବେଳକୁ ନିର୍ଦିଷ୍ଠ ସ୍ଥାନରେ ଗାଡିଟିକୁ ଆଉ ପାଇନଥିଲେ।ସବୁ ଖୋଜା ଖୋଜି କି ମଧ୍ୟ ପାଇ ନଥିଲେ।ଗାଡିଟିରେ ହାଇ ସିକୁରୀଟି ନମ୍ବର ପ୍ଲେଟ ଲାଗିଛି।ତେଣୁ ଗାଡିଟି ମିଳିଯିବ ବୋଲି ଗାଡିର ମାଲିକ ଆଶା ରଖିଛନ୍ତି।

Leave A Reply

Your email address will not be published.