କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା ନିପାତ

0

ଓଡ଼ିଆ ନ୍ୟୁଜ୍: କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା ନିପାତ।ପହଲଗାମ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ।‘ଅପରେସନ ମହାଦେବ’ରେ ନିପାତ ହୋଇଥିବା ସୂଚନା। ହାସିମ ମୁସାକୁ ଧରାଇଦେବାକୁ ୨୦ ଲକ୍ଷର ପୁରସ୍କାର ଥିଲା। କେବଳ ପହଲଗାମ ନୁହେଁ, ଅନ୍ୟ ଆକ୍ରମଣରେ ସମ୍ପୃକ୍ତ ଥିଲା। କିପରି ପାକିସ୍ତାନ ଖସି ନ ଯାଏ ଜାଲ ବିଛା ଯାଇଥିଲା। ସୁଲେମାନ ଏବଂ ୟାସିର ପହଲଗାମ ଆକ୍ରମଣରେ ସାମିଲ ଥିଲେ।

ସେମାନଙ୍କଠାରୁ ଆମେରିକା ସ୍ଥିତ କାର୍ବାଇନ, AK-47, 17 ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା, ପହଲଗାମ ଆକ୍ରମଣର ସମସ୍ତ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ କେବଳ ଜଣେ ବାକି ଥିବା ସୂଚନା ମିଳିଛି।

Leave A Reply

Your email address will not be published.