ଅରବିନ୍ଦଙ୍କ ନିଲମ୍ବନ: ମୁହଁ ଖୋଲିଲେ ନବୀନ

0

ଓଡ଼ିଆ ନ୍ୟୁଜ୍: ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ସୁପ୍ରିମୋ ନବୀନ।ନାଁ ନ ନେଇ ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ କହିଲେ ନବୀନ।ମୁଁ ଜଣଙ୍କୁ ବିଶ୍ବାସ କରି ସୁଯୋଗ ଦେଇଥିଲି, କିଛି କାମ କରିବାକୁ।ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି।କିନ୍ତୁ ଜାଣିଲି, ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି।ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ।ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ- ନବୀନ।

ନବୀନ କହିଛନ୍ତି, ମୁଁ ଜଣଙ୍କୁ ବିଶ୍ବାସ କରି ଦାୟିତ୍ବ ଦେଇଥିଲି । ଅନେକ ଦାୟତ୍ବ ଦିଆଯାଇଥିଲା । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି । କିନ୍ତୁ ଜାଣିଲି ସେ ସାହାଯ୍ୟ କରିବା ପରିବର୍ତ୍ତେ ହଇରାଣ ହରକତ କରୁଛନ୍ତି । ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି । ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରିବ ମୁଁ ତାକୁ ଦଳରୁ କାଢ଼ିଦିଏ । ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ବୋଲି ଆଜି କହିଛନ୍ତି ବିଜେଡି ସୁପ୍ରିମୋ ।

Leave A Reply

Your email address will not be published.