ନବୀନଙ୍କ ବିମାନ ଯାଞ୍ଚ

0

ଓଡ଼ିଆ ନ୍ୟୁଜ୍: ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ । ବିମାନ ଯାଞ୍ଚ କଲେ ନିର୍ବାଚନ କମିଶନ ଅଧିକାରୀ । ନୂଆପଡ଼ା ଉପନିର୍ବାଚନରେ ପ୍ରଚାର ପାଇଁ ଯାଇଥିଲେ ନବୀନ । ପ୍ରଚାର ପାଇଁ ଯିବା ବେଳେ ବିମାନ ଯାଞ୍ଚ ।

ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ନବୀନ ପଟ୍ଟନାୟକ । ଏହି ସମୟରେ ଆଦର୍ଶ ଆଚରଣ ବିଧି ଆଧାରରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌ ।

Leave A Reply

Your email address will not be published.