କ୍ଷମା ମାଗିଲା NCERT

0

ଓଡ଼ିଆ ନ୍ୟୁଜ୍: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT।NCERT ନିର୍ଦ୍ଦେଶକ ଓ ସଦସ୍ୟଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା।ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ କ୍ଷମା ପ୍ରାର୍ଥନା।

ଏଥିରେ ନ୍ୟାୟପାଳିକାର ଦାୟିତ୍ୱ ନାମରେ ଏକ ବିଷୟ ଥିଲା । ଏହି ବିଷୟରେ ଯାହା କିଛି ଉଲ୍ଲେଖ ରହିଥିଲା ତାହା ତ୍ରୁଟିପୂର୍ଣ୍ଣ ଭାବେ ପ୍ରକାଶ ହୋଇଥିଲା । ସମସ୍ତ ବହିକୁ ଫେରସ୍ତ ନିଆଯାଇଛି । ଏଥିପାଇଁ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ।

Leave A Reply

Your email address will not be published.