ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଜୁନ୍ ୧୩ରେ ଉପ-ନିର୍ବାଚନ

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍‌): ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କ ଦାଖଲ ପ୍ରକ୍ରିୟା ଆଜିଠୁ ଜୁନ୍ ୨ ଯାଏଁ ଜାରି ରହିବ । ସେହିପରି ଜୁନ୍ ୩ ତାରିଖରେ ନାମାଙ୍କପତ୍ରର ହେବ ଯାଞ୍ଚ । ଜୁନ ୬ ତାରିଖ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ଜୁନ୍ ୧୩ ତାରିଖରେ ହେବ ଉପ-ନିର୍ବାଚନ । ୩ଟି ଆଶନ ପାଇଁ ଚଳିତ ଥର ଦୁଇଟି ପର‌୍ୟ୍ୟାୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିଲା ଆସନ । ତେବେ ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ଅନେକ ଚର୍ଚ୍ଚିତ ଚେହେରା ସାମ୍ନାକୁ ଆସିଛି । ଅନେକ ଆଶାୟୀ ମଧ୍ୟ ଅଛନ୍ତି କିନ୍ତୁ କାହା ନାଁରେ ମୋହର ମରାଯିବା ତାକୁ ଅପେକ୍ଷା ରହିଛି । ପର୍ଯ୍ୟାୟରେ

Leave A Reply

Your email address will not be published.