ଓଡ଼ିଆ ନ୍ୟୁଜ୍: ଲଘୁ ଖଣିଜ ଲୁଟ୍ ନେଇ ବିଧାନସଭାରେ ଖଣି ମନ୍ତ୍ରୀଙ୍କ ଲିଖିତ ଉତ୍ତର।୨୦୨୨ରୁ ଅକ୍ଟୋବର ୨୦୨୫ ମଧ୍ୟରେ ୧୨୬ କୋଟି ଜରିମାନା ଆଦାୟ।ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଦାୟ ହୋଇଛି ୬୫୫ କୋଟିର ରାଜସ୍ବ। ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଦାୟ ହୋଇଛି ୬୫୫ କୋଟିର ରାଜସ୍ବ।
ଚୋରା ଚାଲାଣ ପାଇଁ ୩୦ ଜିଲ୍ଲାରେ ୧୫,୧୮୭ ଧରପଗଡ଼ ହୋଇଛି। ୩୧୧୯ ମାମଲା ରୁଜୁ, ୧୨୬ କୋଟି ୫୧ ଲକ୍ଷ ୭୮ ହଜାର ଜରିମାନା ଆଦାୟ। ସର୍ବାଧିକ ବାଲି ଚୋରି ହେଉଥିବା ୧୧ ସମ୍ବେଦନଶୀଳ ତହସିଲ ଚିହ୍ନଟ’। ଧର୍ମଶାଳା, ଝାରସୁଗୁଡ଼ା, ପିପିଲି, ଟାଙ୍ଗୀ, ମାର୍ଶାଘାଇ, ବାରଙ୍ଗ, କଣିହାଁ, ଜଳେଶ୍ବର।ହିନ୍ଦୋଳ, ପୁରୁଷୋତ୍ତମପୁର, ରଘୁନାଥପୁରରେ ସବୁଠାରୁ ଅଧିକ ଲଘୁ ଖଣିଜ ଚୋରି’।