ଓଡ଼ିଆ ନ୍ୟୁଜ୍: SC/ST ଜାତୀୟ ସଂସଦୀୟ ସମ୍ମିଳନୀରେ ବାଚସ୍ପତି ଓମ୍ ବିର୍ଲାଙ୍କ ସମ୍ବୋଧନ।ଜାତି/ଜନଜାତିଙ୍କ ପାଇଁ ଭୁବନେଶ୍ବର ଏଜେଣ୍ଡା-୨୦୨୫ ପ୍ରସ୍ତୁତ ହୋଇଥିଲା। ୨୦୪୭ ସୁଦ୍ଧା ବାବା ସାହେବ ଆମ୍ବେଦକରଙ୍କ ସ୍ବପ୍ନ ପୂରଣ କରିବା ଦରକାର।ସବୁ ସରକାରୀ ଯୋଜନା ଲାଭ ଜାତି/ଜନଜାତି ଲୋକଙ୍କ ପାଖରେ ପହଞ୍ଚୁ।ସଂସଦୀୟ ସମ୍ମିତି ହେଉଛି ମିନି ପାର୍ଲିଆମେଣ୍ଟ, ସବୁ ଅନୁଧ୍ୟାନ କରୁଛି।
ବଜେଟ୍ର ବ୍ୟୟବରାଦ ଜାତି/ଜନଜାତିଙ୍କ ପାଖରେ ପହଞ୍ଚୁଛି ନା ନାହିଁ ଦେଖୁ।ଜାତି/ଜନଜାତିର ନୂଆ ପୀଢ଼ିଙ୍କୁ ସମାନ ସୁଯୋଗ ମିଳୁଛି ନା ନାହିଁ ଦେଖୁଛି। ଶିକ୍ଷା ଗ୍ରହଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟୟ ବରାଦ କରୁଛନ୍ତି।ଏସବୁ ସଠିକ୍ ଅନୁଶୀଳନ ପାଇଁ ପ୍ରତି ବିଧାନସଭାରେ ସଂସଦୀୟ ସମ୍ମିତି ରହୁ।